LBRY Block Explorer
Search
LBRY Claims
• shree-jagannath-sanskruti-227
c4d957ac5f74f06d8c7d248af99a7e9e8bd653dd
Published By
@patitapabanacreation
Created On
30 Jun 2023 04:00:14 UTC
Transaction ID
8f7eef6a83e9983b42a6ae3bd12f34011e7ecdd748875ae3afbbe1dbd5071f15
Cost
Safe for Work
Free
Yes
shree jagannath sanskruti ?‼️? ?(Lions gate opening and morning mangala alati ritual) ??
?
ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 06.31 AM ରେ ସମାପ୍ତ ହେଲା ଓ ଶ୍ରୀପୂଜାପଣ୍ଡା ସାମନ୍ତ ଙ୍କ ଦ୍ୱାରା ପତିତପାବନ ଜଗନ୍ନାଥଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।??
???? ??????????
Lions Gate opening rituals completed by ?ℎ??? ??????ℎℎ? ??ℎ?????? at 06.31 AM and morning mangala alati ritual of patitapabana jagannath completed by ?ℎ??? pujapanda samanta ??
? ??? ????????? ?
Dated 30/06/2023
???
...
https://www.youtube.com/watch?v=d3rBDm_pSms
Author
Content Type
Unspecified
video/mp4
Language
Open in LBRY
More from the publisher
Controlling
VIDEO
SANDH
sandhya-alati-ritual-of-patitapabana-50
lbry://@patitapabanacreation/sandhya-alati-ritual-of-patitapabana-50
*ଜୟ ଜଗନ୍ନାଥ*?ତା ୧୨.୧୦.୨୩ *ଆଜିର ପତିତପାବନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂଧ୍ଯା ଆଳତୀ ନୀତି ସାମନ୍ତ ପୂଜାପଣ୍ଡା ସେବାୟତଙ୍କ ଦ୍ଵାରା* ସମାପ୍ତ ହେଲା ll ? ???? ??????????Dt 12.10.23 Today's Sandhya Arati Niti completed by _*Samanta Pujapanda Sevayata.*_? ⚫‼️⚫?️ ... https://www.youtube.com/watch?v=P5Hlx9dyuTw
Transaction
Created
7 months ago
Content Type
Language
video/mp4
or
Controlling
VIDEO
LIONS
lions-gate-opening-and-morning-mangal-69
lbry://@patitapabanacreation/lions-gate-opening-and-morning-mangal-69
? ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 04.24 AM ରେ ସମାପ୍ତ ହେଲା ଓ ଶ୍ରୀପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ପତିତପାବନ ଜଗନ୍ନାଥଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।?? ???? ?????????? Lions Gate opening rituals completed by ?ℎ??? ??????ℎℎ? ??ℎ?????? at 04.24 AM and morning mangal alati ritual of patitapabana jagannath was completed by shree pujapanda samanta. ?? ? ??? ????????? ? Dated 08/11/2023 ??? ... https://www.youtube.com/watch?v=L_XfQQUhIbA
Transaction
Created
6 months ago
Content Type
Language
video/mp4
or
Controlling
VIDEO
MORNI
morning-mangal-alati-ritual-of-7
lbry://@patitapabanacreation/morning-mangal-alati-ritual-of-7
*?ଜୟ ଜଗନ୍ନାଥ?ତାରିଖ :- ୦୨/୦୫/୨୦୨୪ *ଗତକାଲି ଶ୍ରୀ ମନ୍ଦିରରେ ରାମାଭିଷେକ ଉତ୍ସବ ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ ୦୬:୦୫ ସମୟରେ ଶେଷ ହୋଇଛି ।* ?________⚫❗⚫ _______? *?Jay Jagannath ?Dt- 02.05.2024* *Due to yesterday's RamAbhishek Utshav, hence Their Lordships didn't go to Pahuda & today's Lord Patitapabana Jagannath's Mangal Arati Niti completed by Samanta Pujapanda Sevayat at morning 06:05am.* ? ... https://www.youtube.com/watch?v=3gOBRpuBUN0
Transaction
Created
4 weeks ago
Content Type
Language
video/mp4
or
Controlling
VIDEO
SHREE
shree-jagannath-sanskruti-300
lbry://@patitapabanacreation/shree-jagannath-sanskruti-300
? ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.41 AM ରେ ସମାପ୍ତ ହେଲା ଓ ଶ୍ରୀପୂଜାପଣ୍ଡା ସାମନ୍ତ ଙ୍କ ଦ୍ୱାରା ପତିତପାବନ ଜଗନ୍ନାଥଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।?? ???? ?????????? Lions Gate opening rituals completed by ?ℎ??? ??????ℎℎ? ??ℎ?????? at 05.41 AM and morning mangala alati ritual of patitapabana jagannath completed by ?ℎ??? pujapanda samanta ?? ? ??? ????????? ? Dated 28/07/2023 ???? ... https://www.youtube.com/watch?v=t7qMgZrOeJU
Transaction
Created
10 months ago
Content Type
Language
video/mp4
or
Controlling
VIDEO
LIONS
lions-gate-open-morning-mangal-alati-54
lbry://@patitapabanacreation/lions-gate-open-morning-mangal-alati-54
? ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 02.55 AM ରେ ସମାପ୍ତ ହେଲା ଓ ଶ୍ରୀପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ପତିତପାବନ ଜଗନ୍ନାଥଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।?? ???? ?????????? Lions Gate opening rituals completed by ?ℎ??? ??????ℎℎ? ??ℎ?????? at 02.55 AM and morning mangal Alati ritual of patitapabana Jagannath was completed by shree pujapanda samanta. ?? ? ??? ????????? ? Dated 26/02/2024 ??? ... https://www.youtube.com/watch?v=zRnXwJ2DXIQ
Transaction
Created
3 months ago
Content Type
Language
video/mp4
or
Controlling
VIDEO
SHREE
shree-jagannath-sanskruti-86
lbry://@patitapabanacreation/shree-jagannath-sanskruti-86
jay jagannath ? 07/05/2023 sandhya alati rituals completed by ?ℎ??? pujapanda samanta ?? ଜୟ ଜଗନ୍ନାଥ ?୦୭/୦୫/୨୦୨୩ ପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ପତିତପାବନଙ୍କ ଅପୂର୍ବ ସଂଧ୍ୟା ଆଳତୀ ନୀତି ସମାପ୍ତ ହୋଇଛି ।?? ... https://www.youtube.com/watch?v=iLHK-BjQ1Lg
Transaction
Created
1 year ago
Content Type
Language
video/mp4
or
Controlling
VIDEO
ଶ
ଶ୍ରୀଜଗନ୍ନାଥ-31
lbry://@patitapabanacreation/ଶ୍ରୀଜଗନ୍ନାଥ-31
⚫❗⚫ ll ହରିଶୟନ ଏକାଦଶୀ (ବଡ ଏକାଦଶୀ ) ll ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣମଳ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର୍ୟଥାଭବେତ୍ । ତଦାଶ୍ରାବଣମାସସ୍ୟ ଶୁକ୍ଳେଽପି ହରିବାସରେ ।। ହରେଃ ଶୟନଯାତ୍ରାୟାଃ ବିଧିଃ କାର୍ୟ୍ୟୋ ନ ସଂଶୟଃ ।” ହେ ରାଜା ! ଚତୁର୍ମାସ୍ୟ ମଧ୍ୟରେ ଯଦି କୌଣସି ମାସର ବୃଦ୍ଧି ଦ୍ଵାରା ମଳମାସ ପଡ଼େ, ତେବେ ଶ୍ରାବଣମଳ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କର ଶୟନଯାତ୍ରା ଅନୁଷ୍ଠାନ କରାଇବ। ଏଥିରେ କୌଣସି ସନ୍ଦେହ ନାହିଁ । ପଞ୍ଚମାସାନଭିବ୍ୟାପ୍ୟ ଭ୍ରମାଦ୍ ଯଦି ହରେଶ୍ଚ ତତ୍ ।। ସ୍ବାପକର୍ମ ଯଦା ଭୂୟାତ୍ତଦା ଲୋକେ ମହଦ୍ଭୟମ୍। ଦେଶୋଚ୍ଛେଦନମତ୍ୟୁଗ୍ରଂ ରାଜା ନଶ୍ୟେତ୍ତଦା ଧ୍ରୁବମ୍ ।। ଯଦି ପ୍ରମାଦବଶତଃ ଜଗନ୍ନାଥଙ୍କର ପାଞ୍ଚମାସ ପର୍ଯ୍ୟନ୍ତ ଶୟନ କରାଯାଏ ତେବେ ଲୋକମାନଙ୍କ ମଧ୍ୟରେ ମହାଭୟ ଆସିବ। ଅତି ଉଗ୍ର ଭାବରେ ଦେଶ ଉଚ୍ଛନ୍ନ ହେବ। ଏପରିକି ରାଜାଙ୍କର ଅପମୃତ୍ୟୁ ହେବ। ନାନାବିଧୋ ମହୋତ୍ପାତୋ ଜାୟତେ ନାତ୍ର ସଂଶୟଃ। ନରକେ ଚ ପତେଦ୍ ଘୋରେ ତସ୍ମାତ୍ତତ୍ତୁ ନ କାରୟେତ୍ ।। ନାନାପ୍ରକାର ଉତ୍ପାତ ଦେଖାଦେବ। ଏଥିରେ ସଂଶୟ ନାହିଁ। ସମସ୍ତେ ନରକରେ ପଡ଼ିବେ। ତେଣୁ ପାଞ୍ଚମାସ ପର୍ଯ୍ୟନ୍ତ ଠାକୁରଙ୍କୁ ଶୁଆଇବ ନାହିଁ। - ନୀଳାଦ୍ରି ମହୋଦୟ। ହରିଶୟନ ଏକାଦଶୀଠାରୁ ଠାକୁର ଚାରିମାସ ଶୟନ କରିଥା’ନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ । ଆଷାଢ଼ ଶୁକ୍ଳ ଏକାଦଶୀରେ ଏହି ଉତ୍ସବ ପାଳନ କରାଯାଏ । ଏହା ହରି ଶୟନ ଯାତ୍ରା ନାମରେ ସୁପରିଚିତ । ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରି ମାସ ଧରି ଶୟନ କରୁଥିବାରୁ ଏହାକୁ ଚାତୁର୍ମାସ୍ୟା କୁହାଯାଏ । ଏହି ସମୟରେ ସାଧୁ, ସନ୍ଥ, ବୈଷ୍ଣବ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଚାତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି ।କିନ୍ତୁ ଏବର୍ଷ ଶ୍ରାବଣ ମାସରେ ମଳମାସ ପଡ଼ୁଥିବାରୁ, ଏ ମାସରେ ଗୋଟିଏ ଅଧିକ ମାସ ହୋଇଛି। ସେଥିପାଇଁ ବାହୁଡ଼ା ଦଶମୀ ପରର ଏକାଦଶୀରେ ହରିଶୟନ ନୀତି, ଦ୍ୱାଦଶୀରେ ଗରୁଡ଼ ଶୟନ ନୀତି ଏବଂ ଚତୁର୍ଦ୍ଦଶୀରେ ଶିବଶୟନ ନୀତି ପାଳିତ ନହୋଇ ତାହା ଯଥାକ୍ରମେ ଶ୍ରାବଣମଳ ଶୁକ୍ଳ ଏକାଦଶୀ, ଦ୍ୱାଦଶୀ ଓ ଚତୁର୍ଦ୍ଦଶୀରେ ପାଳିତ ହେଉଛି। କାରଣ, ସେମାନେ ଦେବତା ହେଲେ ମଧ୍ୟ, ଶାସ୍ତ୍ର ଅନୁସାରେ, ନିର୍ଦ୍ଦିଷ୍ଟ ଅବଧିରୁ ଅଧିକ ଦିନ ବା ପାଞ୍ଚମାସ ଶୋଇବା ତାଙ୍କ ପାଇଁ ଅବିଧି। ଚାରି ମାସ ଶୋଇବା ହିଁ ବିଧି ତେଣୁ ଆଜି ଠାରୁ ଚାରିମାସ ପର୍ଯ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହେବ ନାହିଁ । ଶାସ୍ତ୍ରାନୁଯାୟୀ, ଏହି ସମୟ ମଧ୍ୟରେ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟ ନିଜ ପିଠରେ ଅବସ୍ଥାନ ପୂର୍ବକ ସମସ୍ତ ପ୍ରକାର ଯାତ୍ରା ନିଷିଦ୍ଧ ହୋଇଥାଏ । ନଚେତ୍ ବିଶ୍ୱ ସମାଜ ପ୍ରତି ଘୋର ବିପତ୍ତି ସୃଷ୍ଟିର ସମ୍ଭାବନା ଦେଖାଦେଇଥାଏ । ଅନ୍ୟ ସମସ୍ତ ଏକାଦଶୀ ପରି ଏହି ଏକାଦଶୀ ନୀତି ପାଳନ କରାଯାଇଥାଏ । ll ମହାପ୍ରଭୁଙ୍କ ଶୟନ ନୀତି ll ହରିଶୟନ ଏକାଦଶୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରୁ ତିନି ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ତିନୋଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି । ତିନି ବାଡ଼ରେ ଯଥାକ୍ରମେ ବଡବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ଵରୀ ଓ ମହାପ୍ରଭୁଙ୍କ ବାଡ଼ରେ ଶ୍ରୀନାରାୟଣ ଏହି ତିନି ଶ୍ରୀବିଗ୍ରହ ମାନଙ୍କୁ ବିଜେ କରାଇ ଶ୍ରୀଅଙ୍ଗ ଲାଗି ହେଲେ ତିନି ଜଣ ପୂଜାପଣ୍ଡା ମହାସ୍ନାନ ପ�� ... https://www.youtube.com/watch?v=M3-FjtwnBYA
Transaction
Created
10 months ago
Content Type
Language
video/mp4
or
Controlling
VIDEO
SHREE
shree-jagannath-sanskruti-8
lbry://@patitapabanacreation/shree-jagannath-sanskruti-8
ଜୟ ଜଗନ୍ନାଥ ? ତାରିଖ ୧୧.୦୪.୨୦୨୩? *ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାରା ୦୫.୪୭ pm ରେ ଅନୁଷ୍ଠିତ ହେଲା ll* Jay Jagannath ? Dt. 11.04.2023 *Today's Lord Jagannath Temple's Patitapabana Flag was changed by Chunara Sevayat at 05.47 pm.* Jay Jagannath ?? ? ... https://www.youtube.com/watch?v=p1n2x6gV08E
Transaction
Created
1 year ago
Content Type
Language
video/mp4
or
Controlling
VIDEO
LIONS
lions-gate-opening-and-morning-mangal-46
lbry://@patitapabanacreation/lions-gate-opening-and-morning-mangal-46
? ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 04.52 AM ରେ ସମାପ୍ତ ହେଲା ଓ ଶ୍ରୀପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ପତିତପାବନ ଜଗନ୍ନାଥଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।?? ???? ?????????? Lions Gate opening rituals completed by ?ℎ??? ??????ℎℎ? ??ℎ?????? at 04.52 AM and morning mangal alati ritual of patitapabana jagannath was completed by shree pujapanda samanta. ?? ? ??? ????????? ? Dated 05/10/2023 ????️ ... https://www.youtube.com/watch?v=LMra6x6DT-Q
Transaction
Created
7 months ago
Content Type
Language
video/mp4
or