LBRY Block Explorer
Search
LBRY Claims
• lions-gate-opening-and-morning-mangal-36
df4f3520c81af8b82e0fbeaa6acf25ab57ee69ca
Published By
@patitapabanacreation
Created On
24 Sep 2023 19:49:34 UTC
Transaction ID
95eb99cacdaea3441294a5859e698f435b6a36108e56180bc3d3eba087746235
Cost
Safe for Work
Free
Yes
Lions Gate opening and morning mangal alati ritual ⚫‼️⚫???
?
ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.18 AM ରେ ସମାପ୍ତ ହେଲା ଓ ଶ୍ରୀପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ପତିତପାବନ ଜଗନ୍ନାଥଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।??
???? ??????????
Lions Gate opening rituals completed by ?ℎ??? ??????ℎℎ? ??ℎ?????? at 05.18 AM and morning mangal alati ritual of patitapabana jagannath was completed by shree pujapanda samanta.??
? ??? ????????? ?
Dated 23/09/2023
????️
...
https://www.youtube.com/watch?v=SctKOoxiFHM
Author
Content Type
Unspecified
video/mp4
Language
Open in LBRY
More from the publisher
Controlling
VIDEO
PATIT
patitapabana-flag-change-ritual-was-7
lbry://@patitapabanacreation/patitapabana-flag-change-ritual-was-7
ଜୟ ଜଗନ୍ନାଥ ? ତାରିଖ ୦୫.୦୯.୨୦୨୩? *ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାରା ୦୫.୩୦ pm ରେ ଅନୁଷ୍ଠିତ ହେଲା ll* Jay Jagannath ? Dt. 05.09.2023 *Today's Mahaprabhu Jagannath Temple's Patitapabana Flag was changed by Chunara Sevayat at 05.30 pm.* Jay Jagannath ?? ? ❤️ ... https://www.youtube.com/watch?v=EemkJgZONxg
Transaction
Created
2 months ago
Content Type
Language
video/mp4
Controlling
VIDEO
କ
କୃଷ୍ଣ-ବଳରାମଙ୍କର
lbry://@patitapabanacreation/କୃଷ୍ଣ-ବଳରାମଙ୍କର
ପବିତ୍ର କାଳୀୟ ଦଳନ ଏକାଦଶୀରେ ଲବଣି ଖିଆ ନୀତି : ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଶ୍ରୀମନ୍ଦିର ରେ ମଧ୍ୟାହ୍ନ ଧୂପ ବେଶରେ ତିନି ଖଣ୍ଡ ଆଜ୍ଞା ମାଳ ଶ୍ରୀଜୀଉମାନେ ଲାଗି ହୁଅନ୍ତି। ଧୂପ ସରି ଭିତରେ ପାଣି ପଡିବା ପରେ , ଦକ୍ଷିଣୀ ଘର ଭୋଗ ସରିଥାଏ। ଶ୍ରୀମଦନମୋହନ , ରାମ , କୃଷ୍ଣ ତିନି ଚଳନ୍ତି ପ୍ରତିମା ଭିତର ରତ୍ନସିଂହାସନ କୁ ବିଜେ କରିଥାନ୍ତି । ପୂଜାପଣ୍ଡା ଉକ୍ତ ପ୍ରତିମାଙ୍କୁ ଆଜ୍ଞାମାଳ ଦେବାପରେ ସେଠାରେ ବଟବୃକ୍ଷ ସମୀପରେ ଥିବା ପାଲିଙ୍କିରେ ବିଜେ କରିଥାନ୍ତି। ଏହାପରେ ବିମାନବଡୁ ସେବକମାନେ ପାଲିଙ୍କି କୁ ସ୍କନ୍ଧରେ ବହନ କରି ବଡ଼ଦେଉଳ କୁ ଏକ ଥର ପରିକ୍ରମା କରି ଲୋକନାଥ ରୋଡ଼ ସ୍ଥିତ ଲବଣୀଖିଆ ମଣ୍ଡପ କୁ ବିଜେ କରାଇଥାନ୍ତି। ଏହି ସମୟରେ ମହାଭୋଇ (ଗଉଡ଼)ଘର ବୋହୁମାନେ ବନ୍ଦାପନା କରିଥାନ୍ତି। ସରଲବଣୀ ଭୋଗ ହୋଇଥାଏ। ପରେ ଶୀତଳ ଭୋଗ ବନ୍ଦାପନା ହୋଇ ମାର୍କଣ୍ଡ ପୁଷ୍କରଣୀ କୁ ବିଜେ କରିଥାନ୍ତି । ମାର୍କଣ୍ଡ ପୁଷ୍କରଣୀ ଦୀପଦାଣ୍ଡି ପାଖରେ ଏକ ମଞ୍ଚା ନିର୍ମିତ ହୋଇଥାଏ। ଏଠାରେ କନାରେ ନିର୍ମିତ ହୋଇଥିବା ଏକ ସର୍ପ ଆଘାତ କଲାପରେ ଜଣେ ଗରୁଡ଼ ବେଶ ରେ ଆସି ଅମୃତ ଲଡୁ ଦେଇ ବିଷ ଝାଡ଼ିଥାଏ।ତତ୍ପରେ ଶୀତଳ ଭୋଗ ବନ୍ଦାପନା ହୋଇ ବାହୁଡା ବିଜେ ହୋଇଥାଏ। ସେଠାରେ ଚଳନ୍ତି ପ୍ରତିମାଙ୍କୁ ଏକାଦଶୀ ଭୋଗ ଓ ବନ୍ଦାପନା ପରେ ଦକ୍ଷିଣୀଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ଏହାପରେ ଶ୍ରୀଜୀଉଙ୍କ କାଳୀୟଦଲନ ବେଶ ଅନୁଷ୍ଠିତ ହୋଇଥାଏ। ... https://www.youtube.com/watch?v=7ma6iKFf2RI
Transaction
Created
2 months ago
Content Type
Language
video/mp4
or
Controlling
VIDEO
JAGAN
jagannath-temple-flag-change-(03-06-23)
lbry://@patitapabanacreation/jagannath-temple-flag-change-(03-06-23)
... https://www.youtube.com/watch?v=OdyNo0XAK4Y
Transaction
Created
5 months ago
Content Type
Language
video/mp4
Controlling
VIDEO
SHREE
shree-jagannath-sanskruti-286
lbry://@patitapabanacreation/shree-jagannath-sanskruti-286
jay jagannath ? sandhya alati ritual of patitapabana jagannath completed by ?ℎ??? pujapanda samanta ?? *ଆଜିର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଦର୍ଶନ?* *ତାରିଖ -୨୩/୦୭/୨୦୨୩* ... https://www.youtube.com/watch?v=91-d_jPhbA4
Transaction
Created
3 months ago
Content Type
Language
video/mp4
Controlling
VIDEO
SHREE
shree-jagannath-sanskruti-133
lbry://@patitapabanacreation/shree-jagannath-sanskruti-133
jay jagannath ?23/05/23 sandhya alati rituals completed by ?ℎ??? pujapanda samanta ?? ... https://www.youtube.com/watch?v=kignEpXENAU
Transaction
Created
5 months ago
Content Type
Language
video/mp4
Controlling
VIDEO
DIPA
dipa-tia-mote-kar-mahapravu
lbry://@patitapabanacreation/dipa-tia-mote-kar-mahapravu
? ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.28 AM ରେ ସମାପ୍ତ ହେଲା ଓ ପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ପତିତପାବନ ଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ଦୃଶ୍ଯ ଅବଲୋକନ ।?? ???? ?????????? Lions Gate opening rituals completed by ?ℎ??? ??????ℎℎ? ??ℎ?????? at 05.28 AM and mangala alati by pujapanda samanta . ? ??? ????????? ? Dated 24/03/2023 ??? ... https://www.youtube.com/watch?v=UAu6hm0qk5w
Transaction
Created
6 months ago
Content Type
Language
video/mp4
or
Controlling
VIDEO
PATIT
patitapabana-flag-change-ritual-13
lbry://@patitapabanacreation/patitapabana-flag-change-ritual-13
ଜୟ ଜଗନ୍ନାଥ ? ତାରିଖ ୨୭.୦୮.୨୦୨୩? *ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାରା ୦୫.୫୩ pm ରେ ଅନୁଷ୍ଠିତ ହେଲା ll* Jay Jagannath ? Dt. 27.08.2023 *Today's Mahaprabhu Jagannath Temple's Patitapabana Flag was changed by Chunara Sevayat at 05.53 pm.* Jay Jagannath ?? ? ❤️ ... https://www.youtube.com/watch?v=H_ZhfOn9ekg
Transaction
Created
2 months ago
Content Type
Language
video/mp4
tl
Controlling
VIDEO
SHREE
shree-jagannath-sanskruti-170
lbry://@patitapabanacreation/shree-jagannath-sanskruti-170
ଜୟ ଜଗନ୍ନାଥ ? ତାରିଖ ୦୬.୦୬.୨୦୨୩? *ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାରା ୦୫.୩୯ pm ରେ ଅନୁଷ୍ଠିତ ହେଲା ll* Jay Jagannath ? Dt. 06.06.2023 *Today's Lord Jagannath Temple's Patitapabana Flag was changed by Chunara Sevayat at 05.39 pm.* Jay Jagannath ?? ? ❤️ ... https://www.youtube.com/watch?v=ka7VZMjvMp8
Transaction
Created
5 months ago
Content Type
Language
video/mp4
or
Controlling
VIDEO
ଶ
ଶ୍ରୀ-ଜଗନ୍ନାଥ-6
lbry://@patitapabanacreation/ଶ୍ରୀ-ଜଗନ୍ନାଥ-6
... https://www.youtube.com/watch?v=r6nzyeQnGjw
Transaction
Created
6 months ago
Content Type
Language
video/mp4
or