LBRY Block Explorer
Search
LBRY Claims
• sandhya-alati-ritual-of-patitapabana-28
986c4ddb5bdbb2a453c90b5c56b5adb94076785e
Published By
@patitapabanacreation
Created On
17 Sep 2023 13:56:41 UTC
Transaction ID
8584360850597fa61dcb5d8a25c5894bdce9d3857e79353d86a280155ae61aff
Cost
Safe for Work
Free
Yes
sandhya alati ritual of patitapabana jagannath ?‼️??????
*ଜୟ ଜଗନ୍ନାଥ*?ତା ୧୭.୦୯.୨୩
*ଆଜିର ପତିତପାବନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂଧ୍ଯା ଆଳତୀ ନୀତି ସାମନ୍ତ ପୂଜାପଣ୍ଡା ସେବାୟତଙ୍କ ଦ୍ଵାରା* ସମାପ୍ତ ହେଲା ll?
???? ??????????Dt 17.09.23
Today's Sandhya Arati Niti completed by _*Samanta Pujapanda Sevayata.*_?
⚫‼️⚫?️
...
https://www.youtube.com/watch?v=TgFPsGZHlUI
Author
Content Type
Unspecified
video/mp4
Language
Open in LBRY
More from the publisher
Controlling
VIDEO
SANDH
sandhya-alati-ritual-of-patitapabana-31
lbry://@patitapabanacreation/sandhya-alati-ritual-of-patitapabana-31
*ଜୟ ଜଗନ୍ନାଥ*?ତା ୨୧.୦୯.୨୩ *ଆଜିର ପତିତପାବନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂଧ୍ଯା ଆଳତୀ ନୀତି ସାମନ୍ତ ପୂଜାପଣ୍ଡା ସେବାୟତଙ୍କ ଦ୍ଵାରା* ସମାପ୍ତ ହେଲା ll? ???? ??????????Dt 21.09.23 Today's Sandhya Arati Niti completed by _*Samanta Pujapanda Sevayata.*_? ⚫‼️⚫?️ ... https://www.youtube.com/watch?v=IDnxFm5FY3c
Transaction
Created
1 month ago
Content Type
Language
video/mp4
or
Controlling
VIDEO
NILAC
nilachala-dham-jai-jagannathbhajana
lbry://@patitapabanacreation/nilachala-dham-jai-jagannathbhajana
*ପବିତ୍ର ବରୁଥିନୀ ଏକାଦଶୀ* ~~~~~~~~~~~~~~~~~ ବରୁଥ’ ଶବ୍ଦର ଅର୍ଥ ସାଞ୍ଜୁ ବା କବଚ। ଯିଏ କବଚ ସଦୃଶ ପ୍ରାଣୀକୁ ସମସ୍ତ ସଙ୍କଟରୁ ରକ୍ଷା କରେ ସେ ‘ବରୁଥିନୀ’। ଏହିପରି ଭାବରେ ବୈଶାଖ କୃଷ୍ଣପକ୍ଷ ଏକାଦଶୀର ନାମ ‘ବରୁଥିନୀ ଏକାଦଶୀ’। ଅର୍ଥାତ୍ ଏହି ଏକାଦଶୀ ପ୍ରାଣୀକୁ ସମସ୍ତ ସଂକଟରୁ ଉଦ୍ଧାର କରେ। ପୁଣ୍ୟ ମାସ ବୈଶାଖ ଯୋଗୁଁ ଏହାର ମହତ୍ତ୍ୱ ଅଧିକ। ସାଧାରଣତଃ ପୁଣ୍ୟ ଅର୍ଜନ କରିବା ନିମିତ୍ତ ସାଧ୍ୟ ଅନୁସାରେ ଦାନ କରାଯାଇଥାଏ। ଏହା ଫଳରେ ସ୍ୱର୍ଗଲୋକରେ ସ୍ଥାନ ମିଳିଥାଏ। କିନ୍ତୁ ପୁରାଣର ବର୍ଣ୍ଣନା ଅନୁସାରେ ଏ ସମସ୍ତଠାରୁ ଅଧିକ ପୁଣ୍ୟ ବରୁଥିନୀ ଏକାଦଶୀ ପାଳନରେ ମିଳେ। ଏହି ବ୍ରତ ପାଳନ ନିମିତ୍ତ ଦଶମୀ ଦିନରୁ ଉପବାସ କରିବାକୁ ହୁଏ। ଏକାଦଶୀ ରାତ୍ରି ପର୍ଯ୍ୟନ୍ତ ଆହାର, ନିଦ୍ରା, ମୈଥୁନ ସହିତ ବିଭିନ୍ନ ନିଶା ଓ ବିଳାସ ପରିହାର କରିବାକୁ ହୋଇଥାଏ। ଭକ୍ତି ସହକାରେ ମଧୁସୂଦନଙ୍କୁ ପୂଜନ କଲେ ମନୁଷ୍ୟକୁ ସମସ୍ତ ସଙ୍କଟରୁ ମୁକ୍ତି ମିଳିବା ସହିତ ମାନ୍ଧାତା ଓ ଧୁନ୍ଦୁମାର ଆଦିଙ୍କ ପରି ସ୍ୱର୍ଗଲୋକପ୍ରାପ୍ତି ହୋଇଥାଏ।କଥିତ ଅଛି, ମହାଦାନୀ ମହାରାଜା ମାନ୍ଧାତା ଏକଦା ରାଜ୍ୟ ପରିତ୍ୟାଗ କରି ନର୍ମଦା ତଟ ଦେଶରେ ଏକ ଜଙ୍ଗଲ ମଧ୍ୟରେ ତପସ୍ୟା କରୁଥିଲେ। ଏହି ସମୟରେ ଏକ ଭାଲୁ ଆସି ତାଙ୍କ ପାଦକୁ କାମୁଡ଼ି କ୍ଷତାକ୍ତ କରିବାକୁ ଲାଗିଲା। ମାନ୍ଧାତା ତପସ୍ୟା କରୁଥିବାରୁ ତାର ପ୍ରତିରୋଧ କଲେ ନାହିଁ। କିନ୍ତୁ ଯନ୍ତ୍ରଣା ବଢ଼ିବାରୁ ସେ ଭଗବାନଙ୍କୁ ସ୍ମରଣ କଲେ। ବିଷ୍ଣୁ ପ୍ରକଟ ହେଲେ; କିନ୍ତୁ ସେତେବେଳକୁ ମାନ୍ଧାତାଙ୍କର ପାଦ ସଂପୂର୍ଣ୍ଣ ନଷ୍ଟ ହୋଇସାରିଥିଲା। ସେ ଦୁଃଖିତ ହେବାରୁ, ଭଗବାନ ବିଷ୍ଣୁ ତାଙ୍କୁ ଆଶ୍ୱାସନା ଦେଇ କହିଲେ, “ଏହା ତୁମର ପୂର୍ବଜନ୍ମର କୌଣସି ପାପକାର୍ଯ୍ୟର ଫଳ। ଏଥିରେ ବିଚଳିତ ନହୋଇ ତୁମେ ଏବେ ମଥୁରା ଯାଇ ବରୁଥିନୀ ଏକାଦଶୀ ବ୍ରତ କର। ତୁମର ପାଦ ଠିକ୍ ହୋଇଯିବ ଏବଂ ତପସ୍ୟାର ଫଳ ମିଳିବ।” କେତେକ ପୁରାଣରେ ଅନ୍ୟ ଏକ ଉଲ୍ଲେଖ ମଧ୍ୟ ମିଳେ ଯେ ଦେବ ଦେବ ମହାଦେବ କ୍ରୋଧିତ ହୋଇ ବ୍ରହ୍ମାଙ୍କର ମସ୍ତକ ଛେଦନ କରି ଯେଉଁ ପାପ ଅର୍ଜନ କରିଥିଲେ, ବରୁଥିନୀ ଏକାଦଶୀ ବ୍ରତ ପାଳନ ଫଳରେ ସେ ପାପରୁ ମୁକ୍ତ ହୋଇଥିଲେ ... https://www.youtube.com/watch?v=Vtdpb1jslA4
Transaction
Created
6 months ago
Content Type
Language
video/mp4
or
Controlling
VIDEO
NILAC
nilachakra-ho-dekha...
lbry://@patitapabanacreation/nilachakra-ho-dekha...
... https://www.youtube.com/watch?v=AFAtVpEKTec
Transaction
Created
6 months ago
Content Type
Language
video/mp4
Controlling
VIDEO
SHREE
shree-jagannath-sanskruti-37
lbry://@patitapabanacreation/shree-jagannath-sanskruti-37
ଜୟ ଜଗନ୍ନାଥ ? ତାରିଖ ୨୦.୦୪.୨୦୨୩? *ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାରା ୦୫.୪୬ pm ରେ ଅନୁଷ୍ଠିତ ହେଲା ll* Jay Jagannath ? Dt. 20.04.2023 *Today's Lord Jagannath Temple's Patitapabana Flag was changed by Chunara Sevayat at 05.46 pm.* Jay Jagannath ?? ? ❤️ ... https://www.youtube.com/watch?v=ta96x212ZEI
Transaction
Created
6 months ago
Content Type
Language
video/mp4
or
Controlling
VIDEO
LIONS
lions-gate-opening-and-morning-mangal-50
lbry://@patitapabanacreation/lions-gate-opening-and-morning-mangal-50
? ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.09 AM ରେ ସମାପ୍ତ ହେଲା ଓ ଶ୍ରୀପୂଜାପଣ୍ଡା ସାମନ୍ତ ଙ୍କ ଦ୍ୱାରା ପତିତପାବନ ଜଗନ୍ନାଥଙ୍କ ସକାଳ ଅପୂର୍ଵ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।?? ???? ?????????? Lions Gate opening rituals completed by ?ℎ??? ??????ℎℎ? ??ℎ?????? at 05.09 AM and morning mangal alati ritual of patitapabana jagannath was completed by shree pujapanda samanta. ?? ? ??? ????????? ? Dated 10/10/2023 ?????️ ... https://www.youtube.com/watch?v=Cli87PbjaI0
Transaction
Created
1 month ago
Content Type
Language
video/mp4
or
Controlling
VIDEO
ମ
ମା-କରୁଣାମୟୀ
lbry://@patitapabanacreation/ମା-କରୁଣାମୟୀ
ଜୟ ଜଗନ୍ନାଥ ? ଜୟ ଜଗନ୍ନାଥ ଆଜି ପବିତ୍ର ଆଶ୍ଵୀନ ମାସ କୃଷ୍ଣପକ୍ଷ ମା ତୋରଣ ଲକ୍ଷ୍ମୀଙ୍କ ଦିବ୍ୟ ବେଶ ଶୃଙ୍ଗାର ଅପୂର୍ବ ଦର୍ଶନ ଅବଲୋକନ । ... https://www.youtube.com/watch?v=qrAsojkcINs
Transaction
Created
1 month ago
Content Type
Language
video/mp4
or
Controlling
VIDEO
SHREE
shree-jagannath-sanskruti-68
lbry://@patitapabanacreation/shree-jagannath-sanskruti-68
? ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା 05.03 AM ରେ ସମାପ୍ତ ହେଲା ଓ ଶ୍ରୀ ପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ପତିତପାବନଙ୍କ ଅପୂର୍ବ ସକାଳ ମଙ୍ଗଳ ଆଳତୀ ନୀତି ସମାପ୍ତ ହୋଇଛି ।?? ???? ?????????? Lions Gate opening rituals completed by ?ℎ??? ??????ℎℎ? ??ℎ?????? at 05.03 AM and mangala alati rituals completed by ?ℎ??? pujapanda samanta ??. ? ??? ????????? ? Dated 01/05/2023 ???? ... https://www.youtube.com/watch?v=FO3mY747bWg
Transaction
Created
6 months ago
Content Type
Language
video/mp4
or
Controlling
VIDEO
SHREE
shree-jagannath-sanskruti-70
lbry://@patitapabanacreation/shree-jagannath-sanskruti-70
ଜୟ ଜଗନ୍ନାଥ ? ତାରିଖ ୦୧.୦୫.୨୦୨୩? *ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ପରିବର୍ତ୍ତନ ଚୂନରା ସେବାୟତ ଙ୍କ ଦ୍ଵାରା ୦୬.୧୨ pm ରେ ଅନୁଷ୍ଠିତ ହେଲା ll* Jay Jagannath ? Dt. 01.05.2023 *Today's Lord Jagannath Temple's Patitapabana Flag was changed by Chunara Sevayat at 06.12 pm.* Jay Jagannath ?? ? ❤️ ... https://www.youtube.com/watch?v=x5FeWG_uAmk
Transaction
Created
6 months ago
Content Type
Language
video/mp4
or
Controlling
VIDEO
SUNDA
sundara-mo-nilachalia-viral-viralshort
lbry://@patitapabanacreation/sundara-mo-nilachalia-viral-viralshort
... https://www.youtube.com/watch?v=9ErPnS-JDHg
Transaction
Created
5 months ago
Content Type
Language
video/mp4